অর্থ : ଡାଲିବଟାକୁ ଗୋଲଗୋଲ କରି ତେଲରେ ଭାଜି ଏବଂ ତାକୁ ଦହିରେ ପକାଇ ତିଆରି କରା ଯାଉଥିବା ମସଲାଦିଆ ଖାଦ୍ୟ
উদাহরণ :
ଦହିବରା ତାର ବହୁତ ପସନ୍ଦ
সমার্থক : ଦହିବଡା
অন্যান্য ভাষায় অনুবাদ :
অর্থ : ବିରିର ବରାକୁ ଦହିରେ ପକାଇ ପ୍ରସ୍ତୁତ ହୋଇଥିବା ଏକ ଖାଦ୍ୟ ପଦାର୍ଥ
উদাহরণ :
ମନୋହର ଦହିବରା ଖାଉଛି
সমার্থক : ଦହିବଡ଼ା
অন্যান্য ভাষায় অনুবাদ :