অর্থ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
উদাহরণ :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
সমার্থক : ଚକଟିବା
অন্যান্য ভাষায় অনুবাদ :
অর্থ : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
উদাহরণ :
ଭାଉଜ ଅଟା ଚକଟୁଛନ୍ତି
সমার্থক : ଚକଟିବା, ମର୍ଦ୍ଦନକରିବା
অন্যান্য ভাষায় অনুবাদ :
অর্থ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
উদাহরণ :
ସେ ସାପର ମୁଣ୍ଡକୁ ଦଳୁଛି
সমার্থক : ଚକଟିବା, ଛେଚିବା, ମର୍ଦ୍ଦନ କରିବା
অন্যান্য ভাষায় অনুবাদ :