অর্থ : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
উদাহরণ :
କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
সমার্থক : ଭାଡ଼ୁଆ
অন্যান্য ভাষায় অনুবাদ :
অর্থ : ଦୋକାନି ସହ ସାମିଲ୍ ହୋଇଥିବା ଦଲାଲ
উদাহরণ :
ଦଲାଲର କଥାରେ ପଡ଼ିବାରୁ ମୁଁ ଦୋକାନି ଦ୍ୱାରା ଠକିଗଲି
অন্যান্য ভাষায় অনুবাদ :
অর্থ : ସଉଦା କିଣିବା ବା ବିକିବାବେଳେ ଯେଉଁଲୋକ କିଛି ପାରିଶ୍ରମିକ ନେଇ ସାହାଯ୍ୟ କରେ
উদাহরণ :
ଦଲାଲ ମାଧ୍ୟମରେ ମୁଁ ଏହି ଗାଡ଼ି କିଣିଛି
সমার্থক : ଏଜେଣ୍ଟ
অন্যান্য ভাষায় অনুবাদ :