অর্থ : ଗଲ୍ଫ ବା ଟେନିସ୍ ମ୍ୟାଚର ଦର୍ଶକ
উদাহরণ :
ଦେଖେଣାହାରୀ ରହିରହି ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ
সমার্থক : ଦେଖେଣାହାରୀ
অন্যান্য ভাষায় অনুবাদ :
Spectators at a golf or tennis match.
galleryঅর্থ : କୌଣସିଠାରେ ଉପସ୍ଥିତ ରହି କିଛି କାମ ଓ ବସ୍ତୁକୁ ଯିଏ ଦେଖେ
উদাহরণ :
ନାଟକ ଆରମ୍ଭ ହେବା ପୂର୍ବରୁ ହିଁ ଦର୍ଶକମାନଙ୍କଦ୍ୱାରା ନାଟ୍ୟ ଗୃହ ଭର୍ତ୍ତି ହୋଇଯାଇଥିଲା
অন্যান্য ভাষায় অনুবাদ :
অর্থ : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ
উদাহরণ :
ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି
অন্যান্য ভাষায় অনুবাদ :
অর্থ : ଯେ ଦର୍ଶନ କରେ
উদাহরণ :
ଶ୍ରାବଣମାସରେ ସବୁ ଶିବ ମନ୍ଦିରରେ ଦର୍ଶନାର୍ଥୀମାନଙ୍କର ଭିଡ଼ ବଢ଼ିଥାଏ
সমার্থক : ଦର୍ଶନକାରୀ, ଦର୍ଶନାଭିଳାଷୀ, ଦର୍ଶନାର୍ଥୀ
অন্যান্য ভাষায় অনুবাদ :
वह जो दर्शन करता हो।
सावन में शिव मंदिरों में दर्शनार्थियों की भीड़ बढ़ जाती है।