অর্থ : କାହା ଉପରେ କୌଣସି ଆଡ଼ୁ ଏହି ପ୍ରକାର ଜୋର ଦେବା ଯେମିତି ତାହା ପଛକୁ ଘୁଞ୍ଚିଯିବ
উদাহরণ :
କମ୍ପ୍ୟୁଟର ଚଳାଇବାପାଇଁ ଗୁଲୁ ତାର ବଟନ ଦବେଇଲା
সমার্থক : ଚିପିବା
অন্যান্য ভাষায় অনুবাদ :
किसी पर किसी ओर से इस प्रकार ज़ोर पहुँचाना कि उसे पीछे हटना पड़े।
कम्प्यूटर चालू करने के लिए गोलू ने उसका बटन दबाया।Exert pressure or force to or upon.
He pressed down on the boards.অর্থ : କାହା ଉପରେ ଏପରି ଜୋର ଦେବା ଯେ ସେ କିଛି କରିପାରିବ ନାହିଁ
উদাহরণ :
ଗୁଣ୍ଡାମାନେ ସମଗ୍ର ବସ୍ତିକୁ ଡରେଇ ଧମକେଇ କରି ଦବେଇଲେ
অন্যান্য ভাষায় অনুবাদ :
অর্থ : ପ୍ରତିଯୋଗିତାରେ ପିଛାଡିବା
উদাহরণ :
ଖେଳ ପ୍ରତିଯୋଗିତାରେ ସୌରଭ ବରୁଣକୁ ଦବେଇଦେଲା
সমার্থক : ପକେଇବା, ପିଛାଡ଼ିବା, ଭାରି ପଡ଼ିବା
অন্যান্য ভাষায় অনুবাদ :
অর্থ : ବଢ଼ୁଥିବା ବେଗ, ବିରୋଧ ଆଦିକୁ ଦମନ କରିବା
উদাহরণ :
ପୋଲିସ ହରତାଳକାରୀମାନଙ୍କୁ ଲାଠି ଚାର୍ଜ କରି ଦବେଇଲେ
সমার্থক : ଚପେଇଦେବା, ପ୍ରସମିତ କରିବା, ଶାନ୍ତ କରିବା
অর্থ : ଉପର ଭାଗରେ ଏହି ପ୍ରକାର ଭାର ରଖିବା, ଯେମିତି କୌଣସି ଜିନିଷ ତଳକୁ ଦବିବ ବା ଏପଟସେପଟ ହୋଇ ପାରିବ ନାହିଁ
উদাহরণ :
ଛେନାର ମୁଣ୍ଡା ତିଆରି କରିବାପାଇଁ ତାକୁ କନାରେ ବାନ୍ଧିକି ଶିଳ ତଳେ ଦବାଯାଏ
অন্যান্য ভাষায় অনুবাদ :
Exert pressure or force to or upon.
He pressed down on the boards.