অর্থ : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା
উদাহরণ :
ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ
অন্যান্য ভাষায় অনুবাদ :
অর্থ : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
উদাহরণ :
ଆମେ ନିଜର ଇଚ୍ଛାକୁ ଦମନ କରୁ ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
সমার্থক : ଚ୍ପାଇ ରଖିବା, ଦବେଇକି ରଖିବା, ଦମନ କରିବା, ଦମିତ କରିବା
অন্যান্য ভাষায় অনুবাদ :