সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କଚେରୀର ଦପ୍ତରରେ ଯେଉଁ ଅଧିକାରୀ ଫାଇଲପତ୍ର ବା ନଥିଗୁଡ଼ିକୁ ଯଥା ସ୍ଥାନରେ ରଖେ
উদাহরণ : ଏହି କଚେରୀରେ ତାହାର ବାପା ଦପ୍ତରି ଅଛନ୍ତି
সমার্থক : ଦପ୍ତରି
অন্যান্য ভাষায় অনুবাদ :हिन्दी
कचहरी के कार्यालय का वह अधिकारी जो मिसलें या नत्थियाँ यथास्थान रखता है।
অর্থ : କୌଣସି କାର୍ଯ୍ୟାଳୟରେ କାଗଜପତ୍ରଆଦି ସାଇତିକରି ରଖୁଥିବା ଚପରାସୀ
উদাহরণ : ଦପ୍ତରୀ ନଆସିବାରୁ କାର୍ଯ୍ୟାଳୟରେ ଅନେକ କାଗଜପତ୍ର ଏଣେତେଣେ ପଡ଼ିଛି
किसी कार्यालय में कागज आदि संभालकर रखनेवाला चपरासी।
ইনস্টল