অর্থ : ପତ୍ର ଓ ଡାଳ ବିନା
উদাহরণ :
କୃଷକ ଥୁଣ୍ଟା ଗଛର ଚେର ଖୋଳୁଥିଲା
অন্যান্য ভাষায় অনুবাদ :
অর্থ : ଯାହାର ସବୁଠୁ ଉପରି ଭାଗ, ବସ୍ତୁ ଆଦି (ବିଶେଷ କରି ଶୋଭା ବଢ଼ାଉଥିବା) କୌଣସି କାରଣରୁ ନ ଥାଏ
উদাহরণ :
ତୋଫାନ କାରଣରୁ ସାରା ଜଙ୍ଗଲ ଥୁଣ୍ଟା ହୋଇଗଲା ଗ୍ରୀଷ୍ମଦିନେ ଏହି ପର୍ବତ ଥୁଣ୍ଟା ହୋଇଯାଏ
অন্যান্য ভাষায় অনুবাদ :
অর্থ : ଯେଉଁଥିରେ ଡାଳ,ପତ୍ର ଆଦି କୌଣସି କାରଣରୁ ନ ଥାଏ
উদাহরণ :
କୃଷକ ଥୁଣ୍ଟା ଗଛଟିକୁ କାଟୁଛି