অর্থ : ନିଜର ବ୍ୟଙ୍ଗପୂର୍ଣ୍ଣ କଥାରେ କାହାକୁ ମର୍ମାହତ କରିବା
উদাহরণ :
ପରୀକ୍ଷାରେ ଭଲ ଫଳ ନହେବାରୁ ସମସ୍ତେ ଋତୁପର୍ଣ୍ଣାକୁ ବ୍ୟଙ୍ଗୋକ୍ତି କରୁଥିଲେ
সমার্থক : ବ୍ୟଙ୍ଗୋକ୍ତି କରିବା
অন্যান্য ভাষায় অনুবাদ :
किसी को अपनी व्यंगपूर्ण बातों से मर्माहत करना।
परीक्षा में अच्छा परिणाम न मिलने के कारण सभी रितु पर कटाक्ष कर रहे थे।অর্থ : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା
উদাহরণ :
ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି
সমার্থক : ପରିହାସ କରିବା, ବିନୋଦ କରିବା, ମଜା କରିବା
অন্যান্য ভাষায় অনুবাদ :
मन बहलानेवाली बात या काम करना।
वह अपने सहपाठी के साथ मज़ाक कर रहा है।