অর্থ : ଯେଉଁଥିରେ ବିଳମ୍ବ ହୁଏନାହିଁ
উদাহরণ :
ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ
সমার্থক : ଅବିଳମ୍ବ, ତୁରନ୍ତ, ଶୀଘ୍ର
অন্যান্য ভাষায় অনুবাদ :
Performed with little or no delay.
An immediate reply to my letter.অর্থ : ଯାହାର ଶୀଘ୍ର ପହଞ୍ଚିବା ବା ଯାହା ବିଷୟରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ
উদাহরণ :
ଶୀଘ୍ର ଖବର ପଠାଇବା ପାଇଁ ଅତ୍ୟନ୍ତ ଆଧୁନିକ ଉପକରଣର ବ୍ୟବସ୍ଥା କରାଯିବ କଂପ୍ୟୁଟରରେ ଇ-ବିକ୍ରୟ ତ୍ୱରିତ ସେବା ଉପଲବ୍ଧ ହେଉଛି
সমার্থক : ଦ୍ରୁତ
অন্যান্য ভাষায় অনুবাদ :
जिसका जल्दी पहुँचना या जिसके संबंध में जल्दी कार्रवाई होना आवश्यक हो।
त्वरित संदेश भेजने के लिए अत्यंत आधुनिक उपकरणों की व्यवस्था की जाएगी।Performed with little or no delay.
An immediate reply to my letter.