অর্থ : ପ୍ରକାଶ, ଉର୍ଜା,ବିକିରଣ ଆଦି ଦବା ବା ଛାଡିବାର କାମ
উদাহরণ :
ସୂର୍ଯ୍ୟଙ୍କ ଠାରୁ ନିୟମିତ ପ୍ରକାଶ ଏବଂ ଉର୍ଜାର ନିକ୍ଷେପ ପୃଥିବୀ ନିମନ୍ତେ ବରଦାନ ସଦୃଶ୍ୟ
সমার্থক : ନିକ୍ଷେପ
অন্যান্য ভাষায় অনুবাদ :
অর্থ : ବୈରାଗ୍ୟଆଦି କାରଣରୁ ସାଂସାରିକ ଭୋଗ ଓ ପଦାର୍ଥଆଦିକୁ ଛାଡ଼ିବାର କ୍ରିୟା ବା ଭାବ
উদাহরণ :
ଭୋଗ ତ୍ୟାଗ କରି ମୋହନ ସନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି କଲା
সমার্থক : ଭୋଗ ତ୍ୟାଗ
অন্যান্য ভাষায় অনুবাদ :
An act (spoken or written) declaring that something is surrendered or disowned.
renouncement, renunciationঅর্থ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
উদাহরণ :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
সমার্থক : ଉତ୍ସର୍ଗ, ପରିତ୍ୟାଗ, ପରିବର୍ଜନ
অন্যান্য ভাষায় অনুবাদ :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciationঅর্থ : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
উদাহরণ :
ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
অন্যান্য ভাষায় অনুবাদ :