অর্থ : ଯେ ଡରି ଯାଇଛି
উদাহরণ :
ସିଂହ ଆସିବା ଖବର ଶୁଣି ଗାଁଲୋକ ଆତଙ୍କିତ ହୋଇଗଲେ
সমার্থক : ଆତଙ୍କିତ, ଭୟାକୁଳ, ଭୟାକ୍ରାନ୍ତ, ସଂତ୍ରସ୍ତ
অন্যান্য ভাষায় অনুবাদ :
অর্থ : ଯାହାର ଆଶଂକା ରହିଛି ବା ଯିଏ ଆଶଂକାରେ ପୂର୍ଣ୍ଣ
উদাহরণ :
ସେ ସେହି କାର୍ଯ୍ୟକୁ ନେଇ ଆଶଂକିତ
সমার্থক : ଆଶଂକାନ୍ୱିତ, ଆଶଂକିତ, ଭୀତ, ଶଙ୍କାଯୁକ୍ତ
অন্যান্য ভাষায় অনুবাদ :
जिसे आशंका हो या जो आशंका से भरा हो।
वह इस कार्य को लेकर आशंकित है।In fear or dread of possible evil or harm.
Apprehensive for one's life.