অর্থ : ଯେଉଁ ଲିପିରେ ତେଲୁଗୁ ଭାଷା ଲେଖାଯାଏ
উদাহরণ :
କୁନ୍ନୂରାନୀ ତେଲୁଗୁ ଲିପି ପଢିବାକୁ ଚେଷ୍ଟାକରୁଛି
সমার্থক : ତେଲୁଗୁ ଲିପି
অন্যান্য ভাষায় অনুবাদ :
वह लिपि जिसमें तेलगू भाषा लिखी जाती है।
कुन्नूरानी तेलुगु पढ़ने की कोशिश कर रही है।অর্থ : ତେଲୁଗୁ ଭାଷାର ବା ତା ସହିତ ସମ୍ବନ୍ଧିତ
উদাহরণ :
ଏହା ବହୁତ ପ୍ରଚଳିତ ତେଲୁଗୁ ଫିଲ୍ମ
সমার্থক : ତେଲଗୁ
অন্যান্য ভাষায় অনুবাদ :
অর্থ : ତୈଲଙ୍ଗ ଦେଶରେ ରହୁଥିବା ବ୍ୟକ୍ତି
উদাহরণ :
ତୁମେ ଏ ପର୍ଯ୍ୟନ୍ତ କାହିଁକି ତେଲୁଗୁ ଲୋକମାନଙ୍କ ସଂସ୍ଥାରେ ସଦସ୍ୟ ହୋଇନାହଁ
সমার্থক : ତେଲଗୁ
অর্থ : ତୈଲଙ୍ଗ କ୍ଷେତ୍ରର ବା ତା ସହିତ ସଂବନ୍ଧିତ
উদাহরণ :
ତେଲୁଗୁ ସଂସ୍ଥାଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବହୁତ ଭଲ ଥିଲା
সমার্থক : ତେଲଗୁ