অর্থ : ଲେଖିବା ବା ଚିତ୍ରଆଦି କରିବାପାଇଁ ଏକ ସୂକ୍ଷ୍ମଅଗ୍ରବିଶିଷ୍ଟ ଉପକରଣ
উদাহরণ :
ଚିତ୍ରକାର ତୂଳିକାଦ୍ୱାରା ଚିତ୍ର ଆଙ୍କୁଛି
সমার্থক : ତୂଳୀ
অন্যান্য ভাষায় অনুবাদ :
অর্থ : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ
উদাহরণ :
ଶୀତ ଦିନରେ ହିଁ ତୂଳି କାମରେ ଆସେ
সমার্থক : ତୁଳା ରେଜେଇ, ତୂଳି, ତୂଳୀ
অন্যান্য ভাষায় অনুবাদ :