অর্থ : ଯେ ତୂରୀ ବଜାଇବାରେ ନିପୁଣ ବା ଯେ ତୂରୀ ବଜାଏ
উদাহরণ :
ସେ ଜଣେ କୁଶଳ ତୂରୀ ବଜାଳି
সমার্থক : ତୂର ବାଦକ, ତୂରୀ ବଜାଳି, ତୂର୍ଯ୍ୟ ବାଦକ
অন্যান্য ভাষায় অনুবাদ :
वह जो तुरही बजाने में निपुण हो या तुरही बजाता हो।
वह एक कुशल तुरहीवादक है।