অর্থ : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
উদাহরণ :
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
অন্যান্য ভাষায় অনুবাদ :
The temporal property of two things happening at the same time.
The interval determining the coincidence gate is adjustable.অর্থ : ଯାହା ତୁଳନା ଯୋଗ୍ୟ
উদাহরণ :
ଆପଣଙ୍କ ବ୍ୟକ୍ତିତ୍ୱ ଭଗବାନ ରାମଙ୍କ ସହ ତୁଳନୀୟ
সমার্থক : ତୁଳନୀୟ
অন্যান্য ভাষায় অনুবাদ :
Able to be compared or worthy of comparison.
comparableঅর্থ : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
উদাহরণ :
ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
সমার্থক : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ସଦୃଶ, ସମ, ସମତୁଲ୍ୟ, ସମସରିସା, ସମାନ
অন্যান্য ভাষায় অনুবাদ :
Closely similar or comparable in kind or quality or quantity or degree.
Curtains the same color as the walls.