অর্থ : ତିବ୍ବତ ନିବାସୀ
উদাহরণ :
ତିବ୍ବତୀମାନେ ବହୁତ ଉଦ୍ୟମୀ
অন্যান্য ভাষায় অনুবাদ :
A native or inhabitant of Tibet.
tibetanঅর্থ : ଯେଉଁ ଲିପିରେ ତିବ୍ବତୀ ଏବଂ ଭୂଟାନୀ ଭାଷା ଲେଖାଯାଏ
উদাহরণ :
ଏଠାରେ ତିବ୍ବତୀ ଲିପିରେ କିଛି ଲେଖାଯାଇଛି
সমার্থক : ତିବ୍ବତୀ ଲିପି
অন্যান্য ভাষায় অনুবাদ :
वह लिपि जिसमें तिब्बती और भूटानी भाषा लिखी जाती है।
यहाँ तिब्बती लिपि में कुछ लिखा हुआ है।অর্থ : ତିବ୍ବତରେ ରହୁଥିବା ବ୍ୟକ୍ତି
উদাহরণ :
ତିବ୍ବତୀ ଲାମାଙ୍କ ସ୍ୱାଗତକରି ସମସ୍ତେ ଠିଆ ହୋଇଗଲେ
অর্থ : ତିବ୍ବତର ବା ତିବ୍ବତ ସଂବନ୍ଧୀ
উদাহরণ :
ମୂଳ ତିବ୍ବତୀମାନଙ୍କ ମଧ୍ୟରୁ ଷାଠିଏ ହଜାର ଶରଣାର୍ଥୀ ଏଠାକୁ ଆସିଛନ୍ତି
অন্যান্য ভাষায় অনুবাদ :
Of or relating to or characteristic of Tibet or its people or their language.
Tibetan monks.অর্থ : ତିବ୍ବତୀ ଭାଷାର ବା ତିବ୍ବତୀ ଭାଷା ସହିତ ସଂବନ୍ଧିତ
উদাহরণ :
ତାକୁ ତିବ୍ବତୀ କାହାଣୀଗୁଡ଼ିକ ପଢିବାକୁ ବହୁତ ଆନନ୍ଦ ଲାଗେ