অর্থ : ଏକ ଔଷଧୀୟ ଗଛ
উদাহরণ :
ତିନିପତରିଆର ପତ୍ର ତିନି ଭାଗରେ ବିଭକ୍ତ ହୋଇଥାଏ ଓ ସେଥିରେ ଛୋଟ ଛୋଟ ଫୁଲ ଧରେ
সমার্থক : ତିନିପତରିଆ ଗଛ
অন্যান্য ভাষায় অনুবাদ :
অর্থ : ଯେଉଁ ଗଛର ପତ୍ରଗୁଡ଼ିକ ସମାନ ଭାବରେ ତିନି ଭାଗରେ ବିଭକ୍ତ ହୋଇଥାଏ
উদাহরণ :
ତିନିପତରିଆର ପତ୍ର ଶାଗରୂପେ ବ୍ୟବହାର କରାଯାଏ
অন্যান্য ভাষায় অনুবাদ :