অর্থ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
উদাহরণ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
সমার্থক : କରିବା, ନିର୍ମାଣ କରିବା, ପ୍ରସ୍ତୁତ କରିବା
অন্যান্য ভাষায় অনুবাদ :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।অর্থ : ଭବିଷ୍ୟତରେ କୌଣସି ଭୂମିକା ବା କାର୍ଯ୍ୟପାଇଁ (କାହାରିକୁ)ପ୍ରସ୍ତୁତ କରିବା
উদাহরণ :
ବ୍ୟବସାୟୀଜଣକ ତା ପୁଅକୁ ନିଜ ଉତ୍ତରାଧିକାରୀ କରିବାପାଇଁ ବ୍ୟବସ୍ଥା କରୁଛି ଭାରତ ମାତାର ରକ୍ଷା କରିବାପାଇଁ ଆମ ସେନାବାହିନୀ ପ୍ରସ୍ତୁତ ହେଉଛି
সমার্থক : ଆୟୋଜନ କରିବା, ପ୍ରସ୍ତୁତ ହେବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
অন্যান্য ভাষায় অনুবাদ :
* भविष्य में किसी भूमिका या कार्य के लिए (किसी को) तैयार करना।
व्यापारी अपने लड़के को अपना उत्तराधिकारी बनाने के लिए तैयार कर रहा है।অর্থ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
উদাহরণ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
সমার্থক : ଆକାର ଦେବା, ଗଢ଼ିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
অন্যান্য ভাষায় অনুবাদ :
অর্থ : ସ୍ୱୀକାର ବା ଅସ୍ୱୀକାର କରିବାପାଇଁ ସାମନା କରିବା ବା ଆଣିବା
উদাহরণ :
ସମାରୋହରେ ଚାକରଟି ଅନେକ ପ୍ରକାରର ଖାଦ୍ୟପଦାର୍ଥ ପ୍ରସ୍ତୁତ କରୁଥିଲା
সমার্থক : ପ୍ରସ୍ତୁତ କରିବା
অন্যান্য ভাষায় অনুবাদ :
* स्वीकार या अस्वीकार करने के लिए सामने करना या लाना।
समारोह में बैरा कई प्रकार की खाने की वस्तुएँ प्रस्तुत कर रहा था।অর্থ : ଘର ବା କାନ୍ଥ ଆଦି ତିଆରି କରିବା
উদাহরণ :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
সমার্থক : ଉଠାଇବା, ନିର୍ମାଣ କରିବା
অন্যান্য ভাষায় অনুবাদ :