অর্থ : ତଲ୍ଲୀନ ହେବାର ଅବସ୍ଥା ବା ଭାବ
উদাহরণ :
ଦିବାକର ତଲ୍ଲୀନତା ସହିତ ଆପଣା କାମରେ ଲାଗିଥିଲା
সমার্থক : ଅଭିନିବିଷ୍ଟତା, ଏକାଗ୍ରଚିତ୍ତତା, ଏକାଗ୍ରତା, ତନ୍ମୟତା, ନିମଗ୍ନତା, ମନୋଯୋଗିତା
অন্যান্য ভাষায় অনুবাদ :
तल्लीन होने की अवस्था या भाव।
दिवाकर तल्लीनता से अपने काम में लगा हुआ था।