অর্থ : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ
উদাহরণ :
ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
অন্যান্য ভাষায় অনুবাদ :
One of a series of ridges that moves across the surface of a liquid (especially across a large body of water).
moving ridge, waveঅর্থ : ପ୍ରାକୃତିକ କିମ୍ବା କୃତିମ କାରଣରୁ ଉତ୍ପନ୍ନ ହେଉଥିବା କୌଣସି ବସ୍ତୁର ଲହରୀ ଯାହା କୌଣସି ଶରୀର ବା ବାତାବରଣରେ ଖେଳିଯାଏ
উদাহরণ :
ବିଜୁଳୀରେ ମଧ୍ୟ ତରଙ୍ଗ ଥାଏ
সমার্থক : ଲହରୀ
অন্যান্য ভাষায় অনুবাদ :
A movement like that of a sudden occurrence or increase in a specified phenomenon.
A wave of settlers.অর্থ : କାଠ, ଧାତୁଆଦିର ବଡ଼ଖଣ୍ଡ ଅଥବା ବିଭିନ୍ନ ସ୍ୱର ଉତ୍ପନ୍ନ କରି ପାରୁଥିବା ଏକ ପ୍ରକାରର ଅନ୍ୟ ଯନ୍ତ୍ରକୁ ବାଜାରୂପରେ ପ୍ରଯୁକ୍ତ କଲେ ବାହାରୁଥିବା ସଙ୍ଗୀତ
উদাহরণ :
ବିରଜୁ ମହାରାଜା ଆମମାନଙ୍କୁ ଘୁଙ୍ଗୁର ତରଙ୍ଗ ଶୁଣାଇଲେ
সমার্থক : ତରଂଗ
অন্যান্য ভাষায় অনুবাদ :
लकड़ी, धातु आदि के विशिष्ट आकार के टुकड़ों अथवा सब स्वर उत्पन्न करनेवाले एक ही तरह के दूसरे साधनों को बाजे के रूप में प्रयुक्त करने पर उत्पन्न संगीत।
बिरजू महाराज ने हमें घुँघरू तरंग सुनाई।অর্থ : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
উদাহরণ :
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
অন্যান্য ভাষায় অনুবাদ :
অর্থ : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ
উদাহরণ :
ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା
সমার্থক : ଲହର
অন্যান্য ভাষায় অনুবাদ :
Something that rises rapidly.
A wave of emotion swept over him.