অর্থ : ତାଳ ପ୍ରଦାନ କରୁଥିବା ଏକ ବାଦ୍ୟ ଯାହା କାଠ ଖୋଳରେ ଚମଡ଼ା ଲଗେଇ ତିଆରି କରାଯାଏ ଏବଂ ଯାହାର ମୁଁହ ବାଁ ପାଖ ଅପେକ୍ଷା କମ ଓସାରିଆ ହୋଇଥାଏ
উদাহরণ :
ତବଲାବାଲା, ତବଲା ବାନ୍ଧୁଛି
অন্যান্য ভাষায় অনুবাদ :
অর্থ : ତାଳ ଦେବା ନିମନ୍ତେ ଏକ ବାଦ୍ୟ, ଯେଉଁଥିରେ ଦୁଇଟି ବାଜା ଏକା ସହିତ ବାଜେ
উদাহরণ :
ଓସ୍ତାଦ ଜାକିର ହୋସେନଙ୍କ ଆଙ୍ଗୁଳି ତବଲା ଉପରେ କ୍ଷିପ୍ର ହେବାକ୍ଷଣି ଶ୍ରୋତାମାନେ ବାହା-ବାହା କହି ଉଠନ୍ତି
অন্যান্য ভাষায় অনুবাদ :
ताल देने का एक वाद्य, जिसमें दो बाजे एक साथ बजते हैं।
जब उस्ताद ज़ाकिर हुसैन की अंगुलियाँ तबले पर थिरकने लगती हैं तो श्रोता वाह-वाह कह उठता है।