অর্থ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
উদাহরণ :
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
সমার্থক : କୁଦିବା, ଡିଆଁମାରିବା
অন্যান্য ভাষায় অনুবাদ :
অর্থ : ଡେଇଁବାର ପ୍ରକ୍ରିୟା
উদাহরণ :
ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
অন্যান্য ভাষায় অনুবাদ :
অর্থ : ଜୋରରେ ଉପରକୁ ଉଠିବା
উদাহরণ :
ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
সমার্থক : ଡିଆଁ ମାରିବା
অন্যান্য ভাষায় অনুবাদ :
অর্থ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
উদাহরণ :
ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
সমার্থক : କୁଦା ମାରିବା, କୁଦିବା, ଲମ୍ଫ ଦେବା
অর্থ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
উদাহরণ :
ଛୁଆମାନେ ବାଲି ଉପରେ ଡେଉଁଛନ୍ତି
সমার্থক : କୁଦିବା, ଲମ୍ଫପ୍ରଦାନ କରିବା
অন্যান্য ভাষায় অনুবাদ :