অর্থ : ଡେଇଁବାର କାମ ଅନ୍ୟକାହାଦ୍ୱାରା କରାଇବା
উদাহরণ :
ବାପା ପିଲାମାନଙ୍କୁ ଛୋଟ କେନାଲଟି ଡିଆଁଇଲେ
সমার্থক : ଲଙ୍ଘାଇବା
অন্যান্য ভাষায় অনুবাদ :
অর্থ : ଡେଇଁବାକାମ ଅନ୍ୟ କାହାରିଦ୍ୱାରା କରାଇବା
উদাহরণ :
ଚୋରି କରିବାପାଇଁ ଚୋର ତା ସାଥୀକୁ ହତା ଭିତରକୁ ଡିଆଁଇଲା
সমার্থক : କୁଦା ମରାଇବା, କୁଦା ମରେଇବା, କୁଦାଇବା, କୁଦେଇବା, ଡିଆଁ ମରାଇବା, ଡିଆଁ ମରେଇବା, ଡିଏଁଇବା
অন্যান্য ভাষায় অনুবাদ :