অর্থ : ରୁଟି, ଭାତଆଦି ସହିତ ଖାଇବା ନିମନ୍ତେ ଡାଲିକୁ ଫୁଟାଇ ବା ରାନ୍ଧି କରାଯାଉଥିବା ଦ୍ରବ୍ୟ
উদাহরণ :
ମା’ ଆଜି ଡାଲି, ଭାତ ଏବଂ ଆଳୁ ତରକାରି କରିଥିଲେ
অন্যান্য ভাষায় অনুবাদ :
অর্থ : ହରଡ଼, ମୁଗଆଦି ଯେଉଁ ସବୁ ଶସ୍ୟରୁ ଡାଲି ତିଆରି ହୁଏ
উদাহরণ :
ଆଜିକାଲି ବଜାରରେ ଡାଲିର ଦର ଆକାଶଛୁଆଁ ରହିଛି
সমার্থক : ଡାଲି ଜାତୀୟ ଶସ୍ୟ
অন্যান্য ভাষায় অনুবাদ :
Edible seeds of various pod-bearing plants (peas or beans or lentils etc.).
pulseঅর্থ : ରଗଡ଼ା ହୋଇଥିବା ହରଡ଼, ମୁଗ, ଚଣା ଆଦି ଯାହାସବୁକୁ ଝୋଳଥିବା ତରକାରି ଭଳି ରାନ୍ଧି ଖାଆନ୍ତି
উদাহরণ :
ତାଙ୍କର ମୁଗଡାଲି ପକୁଡ଼ି ବହୁତ ପସନ୍ଦ
অন্যান্য ভাষায় অনুবাদ :
Edible seeds of various pod-bearing plants (peas or beans or lentils etc.).
pulse