অর্থ : ଡାକ ବ୍ୟବସ୍ଥାଦ୍ୱାରା ନେବାଆଣିବା କରାଯାଉଥିବା ଚିଠି ଆଦି
উদাহরণ :
ଡାକବାଲା ପ୍ରତିଦିନ ଚାରିଟାବେଳକୁ ଡାକ ଆଣେ
অন্যান্য ভাষায় অনুবাদ :
অর্থ : ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍ ଡାକିବା କ୍ରିୟା
উদাহরণ :
ମୁଁ ଏହି ଜିନିଷ ପାଇଁ ଶହେ ଟଙ୍କା ପର୍ଯ୍ୟନ୍ତ ଡାକ ଲଗାଇ ପାରିବି
সমার্থক : ଡାକରା
অন্যান্য ভাষায় অনুবাদ :
অর্থ : ଯାତ୍ରାର ଏଭଳି ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ରହଣି ପରେ ପଶୁ ବା ଯାନକୁ ବଦଳା ଯାଇଥାଏ
উদাহরণ :
ଦୂରଦୂରାନ୍ତରକୁ ଯାତ୍ରା କରିବାନିମନ୍ତେ ଆଗକାଳରେ ଡାକ ବ୍ୟବସ୍ଥା ଥିଲା
অন্যান্য ভাষায় অনুবাদ :
सवारी का ऐसा प्रबंध जिसमें हर पड़ाव पर बराबर जानवर या यान आदि बदले जाते हों।
सुदूर क्षेत्रों में यात्रा करने के लिए पहले डाक की व्यवस्था थी।অর্থ : ରାଷ୍ଟ୍ର ତରଫରୁ ଚିଠିପତ୍ର, ପାର୍ସଲ ଆଦିର ଦିଆନିଆ ବ୍ୟବସ୍ଥା
উদাহরণ :
ମୁଁ ମୋର ଚିଠି ଡାକରେ ପଠେଇଛି
অন্যান্য ভাষায় অনুবাদ :
The system whereby messages are transmitted via the post office.
The mail handles billions of items every day.অর্থ : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
উদাহরণ :
ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
অন্যান্য ভাষায় অনুবাদ :