অর্থ : ନିର୍ବାକ୍ ଦୃଷ୍ଟିରେ ଦେଖିବା କ୍ରିୟା
উদাহরণ :
ଗାଁରୁ ପ୍ରଥମଥର ସହରକୁ ଆସିଥିବା ମଙ୍ଗଳା ସବୁକିଛିକୁ ଡବଡବ ଚାହାଣିରେ ଦେଖୁଥିଲା
সমার্থক : ଆଶ୍ଚର୍ଯ୍ୟଚକିତ ନୟନ, ଡବଡବ ଆଖି, ନିର୍ବାକ ଚାହାଣି, ଫଡ଼ାଫଡ଼ା ଆଖି, ବିସ୍ଫାରିତ ଚକ୍ଷୁ
অন্যান্য ভাষায় অনুবাদ :