অর্থ : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି
উদাহরণ :
ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ
সমার্থক : ବଢ଼ାଇବା
অর্থ : ଉଚ୍ଚା କରିବା
উদাহরণ :
ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
সমার্থক : ଉଠାଇବା, ଉପରକୁକରିବା
অন্যান্য ভাষায় অনুবাদ :