সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୌଣସି ରୋଗନିରୋଧ ପାଇଁ ସେ ରୋଗର ଲସା ବା ରସକୁ ଶରୀର ମଧ୍ୟରେ ଛୁଞ୍ଚି ଦ୍ୱାରା ପ୍ରବେଶ କରାଇବା କ୍ରିୟା
উদাহরণ : କେତେକ ଜଣାଶୁଣା ରୋଗରୁ ରକ୍ଷା ପାଇବାପାଇଁ ପିଲାମାନଙ୍କୁ ଟିକା ଦିଆଯାଏ
সমার্থক : ଟିକାକରଣ
অন্যান্য ভাষায় অনুবাদ :हिन्दी English
किसी रोग को रोकने के लिए उस रोग का चेप या रस शरीर में सुई के द्वारा प्रविष्ट करने की क्रिया।
Taking a vaccine as a precaution against contracting a disease.
অর্থ : ତିଳକ ଲଗେଇବାର ନାଲି ଚୂନା
উদাহরণ : ବରର କପାଳରେ ଭଉଣୀ ତିଳକ ଲଗେଇଲା
সমার্থক : ତିଳକ
ইনস্টল