অর্থ : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ
উদাহরণ :
ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍ ଘୋଡ଼େଇ ହେଲା
অন্যান্য ভাষায় অনুবাদ :
काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।
ठंड से बचने के लिए उसने पट्टू के ऊपर से साल ओढ़ ली।অর্থ : ଏକ ପ୍ରକାରର ନିକୃଷ୍ଟ କଠିନ ଏବଂ ମୋଟା ରେଶମ
উদাহরণ :
ଟସରରୁ ଶାଢ଼ି, ଜାମା ଆଦି ତିଆରି ହୁଏ
সমার্থক : ତସର
অন্যান্য ভাষায় অনুবাদ :
অর্থ : ରେଶମ ପୋକ
উদাহরণ :
ରେଶମ ପ୍ରସ୍ତୁତ କରିବା ଲାଗି ରେଶମ ପୋକକୁ କୋଷ ସହିତ ଗରମପାଣିରେ ଫୁଟାଇଦିଆଯାଏ
সমার্থক : ରେଶମ ପୋକ
অন্যান্য ভাষায় অনুবাদ :