অর্থ : ବଡ ଦଉଡି ଆଦିରେ ତିଆରି ହୋଇଥିବା ଯେଉଁ ପୋଲ ଚାଲିଲେ ଝୁଲେ
উদাহরণ :
ଆମେ ଝୁଲନ୍ତା ପୋଲ ବାଟ ଦେଇ ନଦୀର ଆର ପଟକୁ ଗଲୁ
সমার্থক : ଝୁଲନ୍ତ ପୋଲ, ଝୁଲା ପୋଲ
অন্যান্য ভাষায় অনুবাদ :
A bridge that has a roadway supported by cables that are anchored at both ends.
suspension bridge