অর্থ : ଗୋଟିଏ ଛୋଟ ବର୍ଷାକାଳୀନ ପୋକ ଯିଏ ବହୁତ ଜୋରରେ ଝିଂଝିଂ ଶବ୍ଦ କରିଥାଏ
উদাহরণ :
ନୀରବତା ମଧ୍ୟରେ ରହିରହି ଝିଙ୍କାରିର ଶବ୍ଦ ଶୁଣା ଯାଉଥିଲା
সমার্থক : ଝିଙ୍କାରି, ଝିଞ୍ଜୀ ପୋକ
অন্যান্য ভাষায় অনুবাদ :
Leaping insect. Male makes chirping noises by rubbing the forewings together.
cricket