অর্থ : ଯେଉଁ ଦୃଶ୍ୟ ଆଦି ବହୁତ କମ ସମୟପାଇଁ ଆଖିଆଗରେ ରହେ
উদাহরণ :
ଲୋକମାନେ ମହାତ୍ମାଜୀଙ୍କୁ ଏକ ଝଲକ ଦେଖିବାପାଇଁ ଆତୁର ଥିଲେ
অন্যান্য ভাষায় অনুবাদ :
वह दृश्य आदि जो बहुत कम समय के लिए आँखों के सामने रहे।
लोग महात्माजी की एक झलक पाने के लिए आतुर थे।অর্থ : କୌଣସି ବସ୍ତୁଆଦିର ଗୁଣଧର୍ମର ଅଂଶ
উদাহরণ :
ମଧ୍ୟପ୍ରଦେଶର ସାଗର ଖେଳ ପରିସରରେ ରବିବାର ଦିନ ବିଭିନ୍ନ ପ୍ରଦେଶର ଲୋକକଳାର ଝଲକ ଦେଖିବାକୁ ମିଳେ
সমার্থক : ଛଟା
অন্যান্য ভাষায় অনুবাদ :
অর্থ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
উদাহরণ :
ତା କବିତାରେ ଛାୟାବାଦର ଆଭାସ ମିଳେ
অন্যান্য ভাষায় অনুবাদ :