অর্থ : ଯେଉଁଥିରେ ଚେତନ ବା ଜୀବନ ନାହିଁ
উদাহরণ :
ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି
সমার্থক : ଅଚେତନ, ଅଚୈତନ୍ୟ, ଚେତନା ରହିତ, ଭୌତିକ
অন্যান্য ভাষায় অনুবাদ :
অর্থ : ଡରରେ ଚୁପ
উদাহরণ :
ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା
সমার্থক : ଅବାକ୍, ଆବାକାବା, ନିର୍ବାକ୍
অন্যান্য ভাষায় অনুবাদ :
डर से चुप।
प्रियंका साँप को देखते ही सन्न हो गई।অর্থ : ଯିଏ ନିଶ୍ଚଳ ବା ନିଶ୍ଚେଷ୍ଟ ହୋଇଯାଇଛି
উদাহরণ :
ଭେଣ୍ଡାପୁଅର ମୃତ୍ୟୁ ଖବର ଶୁଣି ମା ଜଡ଼ ପାଲଟିଗଲେ
সমার্থক : ସ୍ତବ୍ଧ, ସ୍ତମ୍ଭୀଭୂତ
অন্যান্য ভাষায় অনুবাদ :