অর্থ : ବୋଧ ହେବାର ଅବସ୍ଥା ବା ଭାବ
উদাহরণ :
ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ
অন্যান্য ভাষায় অনুবাদ :
The process of perceiving.
perceptionঅর্থ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
উদাহরণ :
ଏହି କାମ ବିଷୟରେ ତା’ର ଅନୁଭବ ଅଛି
অন্যান্য ভাষায় অনুবাদ :
The accumulation of knowledge or skill that results from direct participation in events or activities.
A man of experience.অর্থ : ଯାହା ଜଣାଯାଏ ବା ଜାଣିବା ଯୋଗ୍ୟ
উদাহরণ :
ଈଶ୍ୱର ସହୃଦୟ ବ୍ୟକ୍ତିମାନଙ୍କର ଜ୍ଞେୟ
সমার্থক : ଅବଗତ, ଜ୍ଞେୟ, ବୋଧଗମ୍ୟ
অন্যান্য ভাষায় অনুবাদ :
Capable of being apprehended or understood.
apprehensible, graspable, intelligible, perceivable, understandableঅর্থ : ଯାହା ଭଲ ଭାବେ ଜଣା
উদাহরণ :
ସେ କଥା ମୋତେ ଜ୍ଞାତ
সমার্থক : ପରିଜ୍ଞାତ
অন্যান্য ভাষায় অনুবাদ :
Widely or fully known.
A well-known politician.অর্থ : ଚିହ୍ନିବାର ଯୋଗ୍ୟ
উদাহরণ :
ତା ଦଗ୍ଧ ମୁଖ ଜ୍ଞାତ ଉପଯୋଗୀ ରହିଲା ନାହିଁ
অন্যান্য ভাষায় অনুবাদ :