অর্থ : ଯେଉଁ ଦଉଡ଼ିରେ ତରାଜୁର ପଲା ବନ୍ଧା ଯାଇଥାଏ
উদাহরণ :
ତରାଜୁର ଜୋତ ଛନ୍ଦ ପଡି ଯାଇଛି, ଏଗୁଡ଼ିକୁ ଠିକ କରିଦିଅ
অন্যান্য ভাষায় অনুবাদ :
অর্থ : ଯେଉଁ ରଶି ଗୋଟିଏ ପଶୁର ଗଣ୍ଡାରୁ ଅନ୍ୟ ପଶୁର ଗଣ୍ଡା ସହିତ ବନ୍ଧା ହୋଇଥାଏ
উদাহরণ :
ଜମି ହଳ କରିସାରିବା ପରେ ହଳୁଆ ଜୋତ ଖୋଲି ବଳଦକୁ ଅଲଗା କରିଦେଲା
অন্যান্য ভাষায় অনুবাদ :