সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି
উদাহরণ : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି
সমার্থক : ଚେତନ, ଜୀବନ୍ତ, ପ୍ରାଣବନ୍ତ, ସଜୀବ
অন্যান্য ভাষায় অনুবাদ :हिन्दी English
वह प्राणी जो मरा न हो या जिसमें प्राण हो।
People who are still living.
অর্থ : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
উদাহরণ : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
সমার্থক : ସଜୀବ
जीता हुआ या जिसमें प्राण हो।
Possessing life.
অর্থ : ଯେ ଜନ୍ମ ନେଇଛି
উদাহরণ : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
সমার্থক : ଜନ୍ମିତ, ଜାତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
ইনস্টল