অর্থ : ଆମେ ପ୍ରାଣୀମାନେ ରହୁଥିବା ଜଗତ
উদাহরণ :
ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
সমার্থক : ଅଧିଲୋକ, ଇହଲୋକ, ଜଗତ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି
অন্যান্য ভাষায় অনুবাদ :
वह लोक जिसमें हम प्राणी रहते हैं।
संसार में जो भी पैदा हुआ है, उसे मरना है।