সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
উদাহরণ : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
সমার্থক : ପୃଥିବୀ, ଭୂଇଁ, ଭୂପୃଷ୍ଠ, ମାଟି
অন্যান্য ভাষায় অনুবাদ :हिन्दी
चित्र बनाने के लिए मसाले से तैयार की हुई सतह या तल।
অর্থ : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
উদাহরণ : ଏହି ଖେତରେ ପ୍ରଚୁର ଫଳେ
সমার্থক : ଖେତ, ଚକ
অন্যান্য ভাষায় অনুবাদ :हिन्दी English
अनाज पैदा करने के लिए मेड़ों द्वारा घिरी हुई जोतने-बोने की जगह।
A piece of land cleared of trees and usually enclosed.
অর্থ : ଭୂଭାଗର ଏକ ଅଂଶ
উদাহরণ : ଗ୍ରାମୀଣ କ୍ଷେତରେ ଏବେବି ବିଜୁଳି ସମସ୍ୟା ଲାଗିରହିଛି
সমার্থক : କ୍ଷେତ, କ୍ଷେତ୍ର, ଭୂଖଣ୍ଡ
जमीन का एक भाग।
A large indefinite location on the surface of the Earth.
ইনস্টল