অর্থ : ଏକ ଗଛର ମଞ୍ଜି, ଯାହାକୁ ଖାଇଲେ ଝାଡ଼ା ହେବାକୁ ଲାଗେ
উদাহরণ :
କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଶ୍ୟାମ ଜୋଲାପ ବାଟି ପିଉଛି
অন্যান্য ভাষায় অনুবাদ :
অর্থ : ଯେଉଁ ଗଛର ମଞ୍ଜି ଅତ୍ୟନ୍ତ ରେଚକ ହୋଇଥାଏ
উদাহরণ :
ପେଟ ସଫା କରିବାପାଇଁ ରାମ ଜମାଲଗୋଟା ମଞ୍ଜିକୁ ବାଟି ପିଇଲା
অন্যান্য ভাষায় অনুবাদ :