অর্থ : ଗର୍ଭରୁ ପିଲା ପ୍ରସବ ହେବା
উদাহরণ :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
সমার্থক : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା
অন্যান্য ভাষায় অনুবাদ :
অর্থ : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
উদাহরণ :
ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
সমার্থক : ଜନ୍ମଦେବା, ବାଛୁରି ପକେଇଛି, ବେଇଛି
অন্যান্য ভাষায় অনুবাদ :