সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ସାମାନ୍ୟ ରୁଚି,ମହତ୍ତ୍ୱ ରଖୁଥିବା ଲୋକମାନଙ୍କର ସେହି ସମୂହ
উদাহরণ : ଜନତା ନିମନ୍ତେ ଗୋଟିଏ ସୂଚନା ଲାଗୁ ହୋଇଛିପାଠକ ଜନତାଙ୍କୁ ଅନୁରୋଧ ଯେ ପାଠାଗାରରେ ପାଟିତୁଣ୍ଡ କରନ୍ତୁ ନାହିଁ
সমার্থক : ଜନସମୁଦାୟ, ପବ୍ଲିକ୍
অন্যান্য ভাষায় অনুবাদ :हिन्दी English
लोगों का वह समुदाय जो कुछ सामान्य रुचि, महत्त्व रखता हो।
A body of people sharing some common interest.
অর্থ : କୌଣସି ଦେଶ ବା ସ୍ଥାନର ସମସ୍ତ ବାସିନ୍ଦା ଯେଉଁମାନେ ଏକକ ଭାବରେ ପରିଚିତ ହୋଇଥାଆନ୍ତି
উদাহরণ : ଇଂରେଜମାନେ ଭାରତୀୟ ଜନତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ
সমার্থক : ଜନସାଧାରଣ, ନାଗରିକ, ପ୍ରଜା, ଲୋକ
किसी देश या स्थान के सब या बहुत से निवासी जो एक इकाई के रूप में माने जाएँ।
The body of citizens of a state or country.
ইনস্টল