অর্থ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
উদাহরণ :
ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
সমার্থক : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବିଶ୍ୱନାଥ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
অন্যান্য ভাষায় অনুবাদ :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।অর্থ : ଜଟା ଧାରଣକାରୀ ବା ଯାହାଙ୍କ ମୁଣ୍ଡଉପରେ ଜଟା ଅଛି
উদাহরণ :
ଜଟାଧାରୀ ସାଧୁଙ୍କ ଚମତ୍କାରିତ୍ୱରେ ସବୁଲୋକେ ଆଚମ୍ବିତ ହୋଇଯାଇଥିଲେ
সমার্থক : ଜଟାଧାରଣକାରୀ, ଜଟିଆବାବା
অন্যান্য ভাষায় অনুবাদ :