অর্থ : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
উদাহরণ :
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
সমার্থক : ଉଠେଇବା, ଜାଗ୍ରତକରିବା
অন্যান্য ভাষায় অনুবাদ :
অর্থ : ଅନ୍ୟ କାହାଦ୍ୱାରା ଜଗାଇବା କାମ କରାଇବା
উদাহরণ :
ମାଆ ଭାଉଜଦ୍ୱାରା ଭାଇକୁ ଜଗାଉଛନ୍ତି
অন্যান্য ভাষায় অনুবাদ :