অর্থ : ବାରମ୍ବାର ଛେପ କାଢ଼ିବା
উদাহরণ :
ତମାଖୁ ଖାଇ ସେ ଥୁଥୁ କରୁଥିଲା
সমার্থক : ଥୁକାର କରିବା, ଥୁକିବା, ଥୁଥୁ କରିବା
অন্যান্য ভাষায় অনুবাদ :
অর্থ : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
উদাহরণ :
ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା ସେ ଚୁପଚାପ ଔଷଧକୁ ଥୁକିଦେଲା
সমার্থক : ଛେପ କାଢ଼ିବା, ଥୁକାର କରିବା, ଥୁକିବା, ଥୁତ୍କାର କରିବା
অন্যান্য ভাষায় অনুবাদ :