অর্থ : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
উদাহরণ :
ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
অন্যান্য ভাষায় অনুবাদ :
অর্থ : କମ୍ ହେବାର ପ୍ରକ୍ରିୟା
উদাহরণ :
ବଢ଼ିଗ୍ରସ୍ତ ଲୋକମାନେ ପାଣି କମିବା ଦେଖି ଖୁସି ହେଲେ
সমার্থক : କମିବା
অন্যান্য ভাষায় অনুবাদ :
অর্থ : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
উদাহরণ :
ମୁଁ ଏହି କାମ ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
সমার্থক : ଜିମା ଦେବା, ଦାୟିତ୍ୱ ଦେବା
অন্যান্য ভাষায় অনুবাদ :
जिम्मेदारी देना या किसी के जिम्मे करना।
मैं यह काम आपको सौंपता हूँ।অর্থ : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
উদাহরণ :
ଆଜି ମୁଁ ଚାବି ଘରେ ଭୁଲି ଆସିଛି
সমার্থক : ଭୁଲିଯିବା
অন্যান্য ভাষায় অনুবাদ :
অর্থ : ଚାକିରିରୁ ବାହାର କରିବା
উদাহরণ :
ମୁଁ ମୋ ପୁରୁଣା ଚାକରାଣୀକୁ ଛାଡ଼ିଦେଲି
সমার্থক : ଛଟେଇ କରିବା, ବର୍ଜନ କରିବା
অন্যান্য ভাষায় অনুবাদ :
Remove from a position or an office.
removeঅর্থ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
উদাহরণ :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
সমার্থক : ଖୋଲିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
অন্যান্য ভাষায় অনুবাদ :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।অর্থ : ନିଜ ସଙ୍ଗରେ ନ ରଖିବା ବା ଅନ୍ୟ କେଉଁଠି ରଖିବା, ଛାଡ଼ିବା ବା ରହିବାକୁ ଦେବା
উদাহরণ :
ସେ ମୋତେ ମେଳାରେ ହିଁ ଛାଡ଼ିଦେଲା
সমার্থক : ଦୂରେଇଦେବା
অন্যান্য ভাষায় অনুবাদ :
Go and leave behind, either intentionally or by neglect or forgetfulness.
She left a mess when she moved out.অর্থ : କାହାରି ପିଛା କରିବାପାଇଁ ଅନ୍ୟକୁ ତା ପଛରେ ଲଗାଇବା
উদাহরণ :
ପୋଲିସ ଚୋରକୁ ଧରିବାପାଇଁ ତା ପଛରେ କୁକୁର ଛାଡ଼ିଲା
সমার্থক : ପଛରେ ଲଗାଇବା
অন্যান্য ভাষায় অনুবাদ :
किसी का पीछा करने के लिए किसी को उसके पीछे लगाना।
पुलिस ने चोर को पकड़ने के लिए उसके पीछे कुत्ते छोड़े।অর্থ : ଛାଡ଼ି ଯିବା
উদাহরণ :
ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
অন্যান্য ভাষায় অনুবাদ :
অর্থ : ବଞ୍ଚାଇକରି ରଖିବା
উদাহরণ :
ମୁଁ ଆପଣଙ୍କ ପାଇଁ ଖଣ୍ଡେ କେକ୍ ଛାଡ଼ି ଦେଇଛି
অন্যান্য ভাষায় অনুবাদ :