অর্থ : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା
উদাহরণ :
ରାଜା ରାଜସିଂହାସନକୁ ପରିତ୍ୟାଗ କଲେ ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ
সমার্থক : ଦୂରେଇଯିବା, ପରିତ୍ୟାଗ କରିବା, ହଟିଯିବା
অন্যান্য ভাষায় অনুবাদ :
अपना अधिकार, प्रभुत्व या स्वामित्व हटा लेना या अधिकार, प्रभुत्व आदि से हट जाना।
राजा ने राज गद्दी का परित्याग किया।অর্থ : କିଛି କାରଣରୁ କୌଣସି କାମ ନ କରିବା
উদাহরণ :
ମୁଁ ଦ୍ୱିତୀୟ ତଥା ପଞ୍ଚମ ପ୍ରଶ୍ନ ଛାଡ଼ିଲି
সমার্থক : ବିଦାକରିବା
অন্যান্য ভাষায় অনুবাদ :
किसी कारण से कोई कार्य न करना।
मैंने दूसरा तथा पाँचवाँ प्रश्न छोड़ा।অর্থ : କାହାକୁ ତାଦ୍ୱାରା କୃତ ଅପରାଧ ଆରୋପରୁ ମୁକ୍ତ କରିଦେବା
উদাহরণ :
ବିଚାରପତି ଆସାମୀକୁ ମୁକ୍ତ କରିଦେଲେ
সমার্থক : ଅପରାଧ ମୁକ୍ତ କରିବା, ଦୋଷ ମୁକ୍ତ କରିବା
অন্যান্য ভাষায় অনুবাদ :
किसी को उसके द्वारा किए हुए अपराध के आरोप से मुक्त कर देना।
न्यायाधीश ने कैदी को बरी किया।অর্থ : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
উদাহরণ :
ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
সমার্থক : ତ୍ୟାଗକରିବା
অন্যান্য ভাষায় অনুবাদ :
उपयोग या सेवन न करना (जो पहले की जाती हो)।
मोहन ने दो महीने पहले ही शराब छोड़ी।অর্থ : କୌଣସି କାରଣରୁ କିଛି କାମ ନହେଇପାରିବା
উদাহরণ :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
সমার্থক : ରହିଯିବା
অন্যান্য ভাষায় অনুবাদ :