অর্থ : ସୈନିକମାନଙ୍କ ରହିବାପାଇଁ ସ୍ଥାନ
উদাহরণ :
ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
সমার্থক : ଶିବିର, ସୈନିକ ଶିବିର
অন্যান্য ভাষায় অনুবাদ :
Temporary living quarters specially built by the army for soldiers.
Wherever he went in the camp the men were grumbling.অর্থ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
উদাহরণ :
ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
অন্যান্য ভাষায় অনুবাদ :
অর্থ : କନା, ଅଖା,ପଲିଥିନଆଦିରେ ତିଆରି ହୋଇଥିବା ସଂରଚନା ଯାହାକୁ ଖୁମ୍ବଆଦି ସହାୟତାରେ ଟାଣି ମେଲେଇ ଦିଆଯାଏ
উদাহরণ :
ଏନ.ସି.ସିର ପିଲାମାନେ ନିଜ ନିଜର ତମ୍ବୁ ପକାଉଛନ୍ତି
সমার্থক : ତମ୍ବୁ
অন্যান্য ভাষায় অনুবাদ :
A portable shelter (usually of canvas stretched over supporting poles and fastened to the ground with ropes and pegs).
He pitched his tent near the creek.অর্থ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
উদাহরণ :
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
অন্যান্য ভাষায় অনুবাদ :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment