অর্থ : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
উদাহরণ :
ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
সমার্থক : ବାନ୍ଧିବା
অন্যান্য ভাষায় অনুবাদ :
অর্থ : କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା
উদাহরণ :
କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
সমার্থক : ଆୟତ୍ତକରିବା, କାବୁକରିବା
অন্যান্য ভাষায় অনুবাদ :
অর্থ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
উদাহরণ :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
সমার্থক : ଗଣ୍ଠି ପକାଇବା, ବାନ୍ଧିବା
অন্যান্য ভাষায় অনুবাদ :