সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯେ ରାଜାଙ୍କ ମୁଣ୍ଡ ଉପରେ ଛତା ଧରିଥାଏ
উদাহরণ : ଛତ୍ରଧାରୀ ରାଜାଙ୍କ ପଛେପଛେ ଛତ୍ର ଧରି ଚାଲୁଥିଲା
অন্যান্য ভাষায় অনুবাদ :हिन्दी
वह जो राजाओं पर छत्र लगाता हो।
অর্থ : ଯେଉଁ ଗୌରବଶାଳୀ ରାଜା ପ୍ରତୀକ ରୂପରେ ଛତ୍ର ଲଗାଉଥିଲେ
উদাহরণ : ଶିବାଜୀ ମହାରାଜା ଜଣେ ଛତ୍ରପତି ଥିଲେ
সমার্থক : ଛତ୍ରପତି
অন্যান্য ভাষায় অনুবাদ :हिन्दी English
वह गौरवशाली राजा जो प्रतीक चिह्न के रूप में छत्र लगाता था।
A prince or king in India.
অর্থ : ଛତ୍ର ଧାରଣ କରିଥିବା ବ୍ୟକ୍ତି
উদাহরণ : ଛତ୍ରପତି ରାଜାଙ୍କ ଦର୍ଶନ ପାଇଁ ପ୍ରଜାମାନେ ଆତୁର ଥିଲେ
छत्र धारण करनेवाला।
ইনস্টল